BREAKING

ଗଡ଼େଶ୍ୱର ହାଟ ବଣିକ ସଂଘର ନୂତନ କର୍ମକର୍ତ୍ତା ଚୟନ

ଉତ୍କଳ ପୋଷ୍ଟ ବ୍ୟୁରୋ: ବୀର ସୁରେନ୍ଦ୍ର ସାଏ ନଗର ସ୍ଥିତ ଗଡ଼େଶ୍ୱର ହାଟ ବଣିକ ସଂଘର ନୂତନ କର୍ମକର୍ତ୍ତା ଚୟନ ପକ୍ରିୟା ଅନୁଷ୍ଠିତ ହୋଇଯାଇଛି । ସର୍ବସମ୍ମତି କ୍ରମେ ପୁନର୍ବାର ନୂତନ ସଭାପତି ଭାବରେ ଶ୍ରୀଯୁକ୍ତ ଲକ୍ଷ୍ମଣ ସାହୁ, ସଂପାଦକ ଭାବରେ ଶ୍ରୀଯୁକ୍ତ ମନୋରଞ୍ଜନ ସାହୁ, ସହସଂପାଦକ…
Read More...

ଆବସୋଲ୍ୟୁଟ୍ ଟୋଟାଲ୍ ଡିଷ୍ଟ୍ରିବ୍ୟୁଟର୍ସ ଉଦ୍‌ଘାଟିତ

ଉତ୍କଳ ପୋଷ୍ଟ ବ୍ୟୁରୋ: ଫ୍ରାନ୍ସ ଭିତ୍ତିକ ଅନ୍ତର୍ଜାତୀୟ ତୈଳ ଏବଂ ଗ୍ୟାସ କମ୍ପାନି ଟୋଟାଲ୍ ଭୁବନେଶ୍ୱର ବଜାରରେ ଏଲପିଜି ବିତରଣ ବାଣିଜ୍ୟ କ୍ଷେତ୍ରରେ ପ୍ରବେଶ କରିଛି । ଖୋର୍ଦ୍ଧା ଜିଲ୍ଲା ପାଇଁ କମ୍ପାନି ପକ୍ଷରୁ ଆବସୋଲ୍ୟୁଟ୍ ଟୋଟାଲ ଡିଷ୍ଟ୍ରିବ୍ୟୁଟର୍ସକୁ ଅଧିକୃତ ବିତରଣ ଭାବେ ନିଯୁକ୍ତ…
Read More...

ପ୍ରଥମ ସୁରଜିତ ମେମୋରିଆଲ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଭି. ଏସ. ଏସ. ନଗର ସ୍ଥିତ ଡି. ଏଲ. କଲୋନୀ ଠାରେ ପ୍ରଥମ ସୁରଜିତ ମେମୋରିଆଲ ବ୍ୟଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହାକୁ ପ୍ରଫେସର ଡ଼. ଜୟନ୍ତ କୁମାର ପରିଡା ମୁଖ୍ୟଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ । ଏହି ଟୁର୍ଣାମେଣ୍ଟରେ ଡି. ଏଲ.…
Read More...

ରାଜ୍ୟସ୍ତରୀୟ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ

ଉତ୍କଳ ପୋଷ୍ଟ ବ୍ୟୁରୋ: ଓଡ଼ିଶା ଯୋଗ ସଙ୍ଘ, ରାଜ୍ୟ କମିଟି ଦ୍ବାରା ପ୍ରଥମ କରି ସମଗ୍ର ଓଡ଼ିଶାରେ ଏକ ରାଜ୍ୟ ସ୍ତରୀୟ ଅନଲାଇନ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ସଙ୍ଘଠନ ର ଆବାହକ ଯୋଗାଚାର୍ଯ୍ୟ ମନୋଜ କୁମାର ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ…
Read More...

ଓଡିଶା ଇନଫର୍ମେସନ ଟେକ୍ନୋଲୋଜି ଆସୋସିଏସନର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ଉତ୍କଳ ପୋଷ୍ଟ ବ୍ୟୁରୋ: ଭୁବନେଶ୍ୱର ଠାରେ ଓଡିଶା ଇନଫର୍ମେସନ ଟେକ୍ନୋଲୋଜି ଆସୋସିଏସନ ର ବାର୍ଷିକ ସାଧାରଣ ବୈଠକ ଭୁବନେଶ୍ୱର ରେ ଅନୁଷ୍ଠିତ ହୋଇ ଯାଇଛି।ଏହି ବୈଠକରେ ପରିଚାଳନା କମିଟିର କର୍ମକର୍ତ୍ତା ଚୟନ କରାଯାଇଥିଲା। ଏହି ନିର୍ବାଚନରେ ସଭାପତି ଭାବେ ଶ୍ରୀନିବାସ ତ୍ରୀପାଠି, ଉପ…
Read More...

ପରିଚୟ ଫାଉଣ୍ଡେସନର ‘ନାଇନ୍ ଦେବୀସ୍‌’

ଉତ୍କଳ ପୋଷ୍ଟ ବ୍ୟୁରୋ: ଦଶହରା ଓ ଦୀପାବଳି ଅବସରରେ ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ପ୍ରେରଣାଦାୟୀ ବକ୍ତୃତା ‘ନାଇନ୍ ଦେବୀସ୍‌’ ଅନୁଷ୍ଠିତ ହୋଇଛି । ଫାଉଣ୍ଡେସନର ପ୍ରତିଷ୍ଠାତା ରୋଜାଲିନ ପାଟ୍ଟଶାଣୀ ମିଶ୍ରଙ୍କ ସଂଯୋଜନାରେ ଭର୍ଚୁଅ।।ଲ ଟକ୍ ସୋ ଆୟୋଜିତ ହୋଇଥିଲା । ବିଭିନ୍ନ କ୍ଷେତ୍ରରୁ ୯ଜଣ…
Read More...

ରାଜ୍ୟ ସରକାରଙ୍କ “ବେକାରୀ” ନୀତିକୁ ତୀବ୍ର ସମାଲୋଚନା କଲା ପାଇକ ମହାସଂଘ

ଉତ୍କଳ ପୋଷ୍ଟ ବ୍ୟୁରୋ: କରୋନା ମହାମାରୀ ଯେତେବେଳେ ଜୀବନ, ଜୀବିକାକୁ ଧ୍ୱଂସ କରି ଚାଲିଛି, ଘରୋଇ ଉଦ୍ୟୋଗ କର୍ମଚାରୀମାନଙ୍କୁ ଛଟେଇ କରୁଛନ୍ତି, ବେକାରୀ ସମସ୍ୟା ବଢିଚାଲିଛି, ଅର୍ଥନୀତି ଭୁସୁଡ଼ି ପଡ଼ିଛି, ଜୀବନ ଜୀବିକାର ଦୋଛକିରେ ଯୁବ ସମାଜ ପଥଭ୍ରଷ୍ଟ, ଶିକ୍ଷିତ ଆଶାୟୀ ନିଯୁକ୍ତିକୁ କବର…
Read More...

ବିଶ୍ୱ ସ୍ତନ କର୍କଟ ଦିବସ ସଚେତନତା ଶିବିର ଅନୁଷ୍ଠିତ

ଉତ୍କଳ ପୋଷ୍ଟ ବ୍ଯୁରୋ: ବିଗତ ୮ ବର୍ଷ ଧରି ସ୍ପର୍ଶ ହସ୍ପିଟାଲ୍‌ଏଣ୍ଡ କ୍ରିଟିକାଲ୍ କେୟାର୍ ଏବଂ ଲାଇଅନ୍ସ୍ ମିନତି ବେହେରା କ୍ୟାନସ୍‌ର ଫାଉଣ୍ଡେସନ ତରଫରୁ ବିଶ୍ୱ ସ୍ତନ କର୍କଟ ଦିବସ ସଚେତନତା ପାଳନ କରି ଆସୁଅଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହସ୍ପିଟାଲ୍ ପରିସରରେ ସାମାଜିକ…
Read More...