BREAKING

ଯୁବ ସମାଜସେବୀଙ୍କ ଅକାଳ ବିୟୋଗ

0

ଉତ୍କଳ ପୋଷ୍ଟ ବ୍ୟୁରୋ:

ଜଣେ ସ୍ପଷ୍ଟବାଦି ମେଳାପି ମଣିଷ ସୁରଜିତ୍ ସାହୁ।ସମାଜ ସେବାରେ ଥିଲା ଗଭୀର ରୂଚି।କାହାର କୈାଣସି ଅସୁବିଧାରେ ତତ୍କ୍ଷଣତ୍ ଠିଆ ହୋଇ ପଡନ୍ତି ଦିପୁଭାଇ।ଗତକାଲି ଏକ ସଡକ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଛି।ଏ ନେଇ ଭି ଏସ୍ ଏସ୍ ନଗର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ତାଙ୍କ ସମ୍ମାନାର୍ଥେ ଆଜି ସ୍ଥାନୀୟ ବଜାରକୁ ବନ୍ଦ ରଖାଯାଇଛି।ଦରଦି ମଣିଷ ଦିପୁଙ୍କୁ ଝୁରୁଛନ୍ତି ବନ୍ଧୁ ଓ ପରିବାର।ଦିପୁଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ଅଞ୍ଚଳ ବାସୀ।

Kiit Adv
Kiit Adv
Kiit Adv
Kiit Adv

Leave A Reply

Your email address will not be published.