BREAKING

ପୀଡିତ ନୁହେଁ ମୁଁ ସୁସ୍ଥ ଅଛି

0

ଉତ୍କଳ ପୋଷ୍ଟ ବ୍ୟୁରୋ:
ଗତ କିଛି ଦିନ ହେଲା ସୋସିଆଲ ମିଡିଆ ରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଅସୁସ୍ଥ ଅଛନ୍ତି ବୋଲି ଗୁଜବ ପ୍ରଚାର ଚାଲିଛି। ମୃତ୍ୟୁ ହେଇଯିବା ନେଇ କିଛି ଲୋକ ପର୍ଥାନା କରୁଛନ୍ତି।
ଶନିବାର ଏଇ ନେଇ ଅମିତ ଶାହା ଟ୍ୱିଟ ଯୋଗେ କହିଛନ୍ତି ଯେ ମୁଁ ସମ୍ପୂର୍ଣ ସୁସ୍ଥ ଅଛି ମୋତେ କିଛି ରୋଗ ହେଇନାହିଁ। ଆହୁରି ମଧ୍ୟ୍ୟ କହିଛନ୍ତି ଦୁଇ ଦିନ ହେଲାଣି ମୋର ଦଳୀୟ କର୍ମୀ ଓ ଲକ୍ଷ୍ୟ ଲକ୍ଷ୍ୟ ଶୁଭେଛୁ ଉଦବେଗ ପ୍ରକାଶ କରିଥିଲେ। ସେଥିପାଇଁ ମୁଁ ଆଜି ସେ ବିଷୟରେ ସୂଚନା ଦେଲି। ହିନ୍ଦୁ ବିଶ୍ୱାସ ଅନୁଯାଇ ଏଭଳି ଗୁଜବ ସ୍ୱାସ୍ଥ୍ୟ କୁ ଆହୁରି ମଜ଼ବୁତ କରିଥାଏ। ମୁଁ ଆଶା କରୁଛି ଗୁଜବ କରୁଥିବା ଲୋକ ନିର୍ବୋଧତା ଛାଡିଦିନ୍ତୁ। ମୋତେ ମୋ କାମ କରିବାକୁ ଦିଅନ୍ତୁ।ଅନ୍ୟପକ୍ଷରେ ଶାହାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ଗୁଜବ କରିଥିବା ଦୁଇଜଣ ଙ୍କୁ ଅହମଦବାଦ ଓ ଭବନଗର ରୁ ଗିରଫ କରିଥିବା ନେଇ ଗୁଜରାଟ ପୋଲିସ ସୂଚନା ଦେଇଛି।

Kiit Adv
Kiit Adv
Kiit Adv
Kiit Adv

Leave A Reply

Your email address will not be published.