BREAKING

ନିୟମ ଭିତରେ ଗଡିପାରେ ନନ୍ଦିଘୋଷ

ଉତ୍କଳ ପୋଷ୍ଟ ବ୍ୟୁରୋ: ଆଶଙ୍କାରେ ରଥଯାତ୍ରା। ଏ ନେଇ ଶ୍ରୀମନ୍ଦିର କାର୍ଯ୍ୟଳୟରେ ବୈଠକ ଶେଷ । ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହୋଇଥିଲା ବୈଠକରେ ପ୍ରଥମେ ପୂଜାପଣ୍ଡା ନିଯୋଗ ସହ ବୈଠକ ହେବା ପରେ ପୁଷ୍ପାଳକ ଓ ସିଂହାରୀ ସେବକ ଅନ୍ୟ ନିଯୋଗ ସହ ମଧ୍ୟ ଆଲୋଚନା କରାଯିବ ।…
Read More...

ସାବାସ୍ ପୋଲିସ୍

ଉତ୍କଳ ପୋଷ୍ଟ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ରେଞ୍ଜର ଡିଆଇଜି, ଜିଲ୍ଲାର ଡି.ସି.ପି ତଥା ଏସ୍‌.ପି ମାନଙ୍କ ସହିତ ଆଲୋଚନା କରିଛନ୍ତି। ଲକ୍‌ଡାଉନ ସମୟରେ ଓଡିଶା ପୋଲିସ ଯେଭଳି ଉଚ୍ଚମାନର ସଂଯମତା…
Read More...

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୪୯ କରୋନା ଆକ୍ରାନ୍ତ ।

ଉତ୍କଳ ପୋଷ୍ଟ ବ୍ୟୁରୋ: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୪୯ ଜଣ । ଗଂଜାମରୁ ସର୍ବାଧିକ ୫୭ ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ୨୬, ବଲାଙ୍ଗୀରରୁ ୧୧, ଜଗତସିଂହପୁରରୁ ୮ ଜଣ, ବାଲେଶ୍ୱର, ଯାଜପୁର, ନୟାଗଡରୁ ୭ ଜଣ ଲେଖାଁଏ, ଭଦ୍ରକ,କେନ୍ଦ୍ରାପଡା ଓ ପୁରୀରୁ ୫ ଜଣ ଲେଖାଁଏ ସୁସ୍ଥ ହୋଇଛନ୍ତି ।…
Read More...

ପହଣ୍ଡି, ରଥ ଟଣା ଆଲୋଚନା ସହ ନୀତି ନିର୍ଘଂଟ ପ୍ରସ୍ତୁତି ପାଇଁ ଦଇତାପତି ନିଯୋଗକୁ ନିର୍ଦ୍ଦେଶ

ଉତ୍କଳ ପୋଷ୍ଟ ବ୍ୟୁରୋ: କେନ୍ଦ୍ର ସରକାର ଓ ହାଇକୋର୍ଟ, ରଥଯାତ୍ରା ନେଇ ରାଜ୍ୟ ସରକାରଙ୍କ ଉପରେ ନିଷ୍ପତି ଛାଡିବା ପରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଯାତ୍ରା ନେଇ ଅଂଟା ଭିଡିଛି ଶ୍ରୀମନ୍ଦିର ପ୍ରଶାସନ । ବୁଧବାର ଦଇତାପତି ନିଯୋଗ ସହ ଆଲୋଚନା କରି ରଥଯାତ୍ରାର ନୀତି ନିର୍ଘଂଟ ପ୍ରସ୍ତୁତ…
Read More...

ଭି.ଏସ୍.ଏସ୍ ନଗରରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଉତ୍କଳ ପୋଷ୍ଟ ବ୍ୟୁରୋ: କୋଭିଡ-୧୯ ବର୍ତ୍ତମାନ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏହି ମୁହୂର୍ତ୍ତରେ ସାଧାରଣ ଲୋକଙ୍କର ଜୀବନ ବଞ୍ଚଇବାକୁ କିଛି ଲୋକ ନିଜ ଜୀବନକୁ ବାଜି ଲଗାଇ କରୋନାର ମୁକାବିଲା ପାଇଁ ଆଗେଇ ଆସିଛନ୍ତି । ଯେଉଁ ମାନଙ୍କୁ ସମଗ୍ର…
Read More...

ସୁସ୍ଥ ହେଲେ ରାଜ୍ୟର ଆଉ ୧୪୦ ଜଣ କରୋନା ଆକ୍ରାନ୍ତ

ଉତ୍କଳ ପୋଷ୍ଟ ବ୍ୟୁରୋ: ସୁସ୍ଥ ହେଲେ ରାଜ୍ୟର ଆଉ ୧୪୦ ଜଣ କରୋନା ଆକ୍ରାନ୍ତ l ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୨୨ଜଣ ଯାଜପୁରରୁ ୧୬ଜଣ ନୂଆପଡାରୁ ୨୧ଜଣ ଯାଜପୁରରୁ ୧୧ଜଣ ଖୋର୍ଦ୍ଧାରୁ ୧୧ଜଣ ଜଗତସିଂହପୁରରୁ ୧୧ଜଣ କଟକରୁ ୨୪ଜଣ ସୁନ୍ଦରଗଡ଼ରୁ ୮ଜଣ ବଲାଙ୍ଗୀରରୁ ୮ଜଣ ଭଦ୍ରକରୁ…
Read More...

ସ୍ଥିତିକୁ ଦୃଷ୍ଟିରେ ରଖି ବଦଳିଲା ପରୀକ୍ଷା ତାରିଖ

ଉତ୍କଳ ପୋଷ୍ଟ ବ୍ୟୁରୋ: କରୋନା ନେଇ ସମଗ୍ର ମାନବ ସମାଜ ଚିନ୍ତାଗ୍ରସ୍ତ ଥିବାବେଳେ ଶିକ୍ଷା ବ୍ୟବସ୍ଥା ପୂରା ବିପର୍ଯ୍ୟସ୍ଥ। ସରକାରୀ କଟକଣା ଭିତରେ ସ୍ଥିର ହୋଇଛି ପରୀକ୍ଷା ତାରୀଖ ଯାହା ପରୀକ୍ଷାର୍ଥୀଙ୍କୁ ଚିନ୍ତାରେ ପକାଇଛି। ଏ ନେଇ ବିଗତ କିଛି ଦିନ ହେବ ରମାଦେବୀ ମହିଳା…
Read More...

କରୋନା କବଳରେ ଜବାନ୍

ଉତ୍କଳ ପୋଷ୍ଟ ବ୍ୟୁରୋ: କଟକ ମୁଣ୍ଡୁଳି ସ୍ଥିତ ଏନ୍‌ଡିଆର୍‌ଏଫ୍‌ ଯବାନଙ୍କୁ କରୋନା । ୫୦ ଜଣ ଯବାନ କରୋନା କବଳରେ ଆସିଛନ୍ତି । ୩ ଦିନ ପୂର୍ବରୁ ଜଣେ ଏନ୍‌ଡିଆାରଏଫ୍‌ ଯବାନଙ୍କ ରକ୍ତ ନମୂନା ପରୀକ୍ଷା ପରେ କରୋନାରେ ସଂକ୍ରମିତ ବୋଲି ଜଣାପଡ଼ିଥି ବା ବେଳେ ସୋମବାର ପୁଣି ୪୯ ଜଣଙ୍କର…
Read More...

ଆଜି ବସିବ ରାଜ୍ୟ କ୍ୟାବିନେଟ୍

ଉତ୍କଳ ପୋଷ୍ଟ ବ୍ୟୁରୋ: ଆଜି ବସୁଛି ରାଜ୍ୟ କ୍ୟାବିନେଟ ବୈଠକ । ଦିନ ୧ଟା ୩୦ରେ ଲୋକସେବା ଭବନରେ ଏହି ବୈଠକ ବସିବା ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯିବାର ସମ୍ଭାବନା ରହିଛି। କ୍ୟାବିନେଟ୍‌ ଏଜେଣ୍ଡା…
Read More...