BREAKING
Browsing Category

ଦେଶ ବିଦେଶ

ପୀଡିତ ନୁହେଁ ମୁଁ ସୁସ୍ଥ ଅଛି

ଉତ୍କଳ ପୋଷ୍ଟ ବ୍ୟୁରୋ: ଗତ କିଛି ଦିନ ହେଲା ସୋସିଆଲ ମିଡିଆ ରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଅସୁସ୍ଥ ଅଛନ୍ତି ବୋଲି ଗୁଜବ ପ୍ରଚାର ଚାଲିଛି। ମୃତ୍ୟୁ ହେଇଯିବା ନେଇ କିଛି ଲୋକ ପର୍ଥାନା କରୁଛନ୍ତି। ଶନିବାର ଏଇ ନେଇ ଅମିତ ଶାହା ଟ୍ୱିଟ ଯୋଗେ କହିଛନ୍ତି ଯେ…
Read More...

ମେ 15ରେ ଘରୋଇ ବିମାନ ଚଳାଚଳ କରିପାରେ

ଉତ୍କଳ ପୋଷ୍ଟ ବ୍ୟୁରୋ: ମେ’ ୧୫ ପୂର୍ବରୁ ମଧ୍ୟ ବିମାନ ସେବା ଆରମ୍ଭ କରିବାକୁ ଯୋଜନା ହେଉଛି। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ପଦକ୍ଷେପ ନିଆଯାଉଛି। କିନ୍ତୁ ଘରୋଇ ବିମାନ ସେବା ଆରମ୍ଭର ନିର୍ଦ୍ଦିଷ୍ଟ ତାରିଖ ସମ୍ପର୍କରେ ମନ୍ତ୍ରୀ ସ୍ପଷ୍ଟ କରି ନାହାନ୍ତି। କରୋନା…
Read More...

ବିଶାଖପାଟଣା ରେ ବିଷାକ୍ତ ଗ୍ୟାସ୍ ଲିକ୍ ଅସୁସ୍ଥ ହେଲେଣି ୫ ହଜାର ରୁ ଅଧିକ

ଉତ୍କଳ ପୋଷ୍ଟ ବ୍ଯୁର:ସାରା ବିଶ୍ୱରେ ମହାମାରି କୋରେନାର ଆତଙ୍କ ଖେଳୁଥିବା ବେଳେ ଆଜି ଆନ୍ଧ୍ର‌ପ୍ରଦେଶର ବିଶାଖାପାଟଣାରେ ଥିବା ଏକ ରାସାୟନିକ କାରଖାନାରୁ ଲିକ୍ ହୋଇଥିବା ବିଷାକ୍ତ ବାଷ୍ପ ଅନ୍ୟୂନ ୯ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ପ୍ରାୟ ୨୦୦ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଶହ ଶହ…
Read More...

ସେବା କରୁଥିବା ସମସ୍ତ ବ୍ୟକ୍ତି ଙ୍କୁ ପ୍ରଣାମ ଜଣାଇଲେ ପ୍ରଧାନ ମନ୍ତ୍ରୀ

ଉତ୍କଳ ପୋଷ୍ଟ ବ୍ୟୂର: ଆଜି ବୁଦ୍ଧ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବୁଦ୍ଧଙ୍କ ପବିତ୍ର ବାର୍ତ୍ତା ଦେବା ସହ କରୋନା ଯୁଦ୍ଧରେ ସାମିଲ ସମ୍ମୁଖ ଯୋଦ୍ଧାଙ୍କୁ ମଧ୍ୟ ସମ୍ବୋଧିତ କରିଛନ୍ତି। ମଣିଷ…
Read More...

ଗରିବ ଓ ପ୍ରବାସୀ ଶ୍ରମିକଙ୍କ ରେଳ ଯାତ୍ରା ଖର୍ଚ୍ଚ ବହନ କରିବ କଂଗ୍ରେସ : ସୋନିଆ

ଉତ୍କଳ ପୋଷ୍ଟ ବ୍ୟୁରୋ: କରୋନା ମୁକାବିଲା ପାଇଁ ଲାଗୁ କଟକଣା ଯୋଗୁ ଭିଭିନ୍ନ ରାଜ୍ୟରେ ଗରିବ ପ୍ରବାସୀ ଶ୍ରମିକମାନେ ଫଶି ରହିଛନ୍ତି। ସେମାନଙ୍କ ରେଳ ଯାତ୍ରା ବାବଦ ଖର୍ଚ୍ଚ କଂଗ୍ରେସ ବହନ କରିବ କରିବ। ଏହି ଘୋଷଣା କରିଛନ୍ତି ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ସୋମବାର ସକାଳେ ଏକ ଲିଖିତ…
Read More...

କରୋନା ଯୋଦ୍ଧାଙ୍କୁ ସଲାମୀ

ଉତ୍କଳ ପୋଷ୍ଟ ବ୍ୟୁରୋ: କରୋନା ଯୋଦ୍ଧାଙ୍କୁ ସଲାମ କରୁଛି ଦେଶ ସଲାମ କରୁଛନ୍ତି ୩ ବାହିନୀର ସେନା । ଏହି ପରିପ୍ରେକ୍ଷୀରେ କରୋନା ଯୋଦ୍ଧାଙ୍କ ପାଇଁ ହେଲିକପ୍ଟରରୁ ପୁଷ୍ପ ବର୍ଷା କଲା ଭାରତୀୟ ବାୟୁ ସେନା । ଦେଶକୁ କରୋନା ଭଳି ମହାମାରୀଠାରୁ ବଞ୍ଚେଇ ରଖିବା ପାଇଁ ଦିନରାତି ଅହରହ…
Read More...

ଗ୍ରୀନ ଜୋନ ପାଈ ଆଶ୍ବସ୍ତି

ଉତ୍କଳ ପୋଷ୍ଟ ବ୍ୟୁରୋ: ବଢିଲା ଲକ୍ଡାଉନ୍। କରୋନା ଭୟାବହତାକୁ ଦୃଷ୍ଟିରେ ରଖି ତାଲାବନ୍ଦ ସମୟ ୩ରେ ଶେଷ ନହୋଇ ଆଉ ଦୁଇ ସପ୍ତାହ କେନ୍ଦ୍ର ସରକାର ବଢାଇଛନ୍ତି। ଫଳରେ ମେ ୩ ବଦଳରେ ମେ ୧୭ ଯାଏଁ ଲକ ଡାଉନ ଅବଧି ସମଗ୍ର ଦେଶରେ ବଳ ବତ୍ତର ରହିବ । ଗ୍ରୀନ ଜୋନରେ ଖୋଲା ରହିବ ପାନ ଏବଂ ମଦ…
Read More...

ବଲିଉଡ଼୍ ପାଇଁ କଳାଦିନ ! ନିରବିଗଲେ ଭେଟେରାନ୍ ଅଭିନେତା ଋଷି କପୁର

ମୁମ୍ବାଇ:ହିନ୍ଦୀ ଚଳଚ୍ଚିତ୍ର ଜଗତ୍‌ର କିଂବଦନ୍ତି ଅଭିନେତା ଋଷି କପୁର ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତ। ଗତକାଲି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ମୁମ୍ବାଇ ସ୍ଥିତ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆମେରିକାରେ କର୍କଟ ରୋଗ ଚିକିତ୍ସା କରାଇବା ପରେ ଗତବର୍ଷ ସେପ୍ଟେମ୍ବରରେ…
Read More...

ଅଲବିଦା ଇରଫାନ୍

ଉତ୍କଳ ପୋଷ୍ଟ ବ୍ୟୁରୋ: ପରଲୋକରେ ଦିଗ୍ଗଜ ତାରକା । ନିଖୁଣ,ବାସ୍ତବ ଅଭିନୟର ଜଣେ ଅନନ୍ୟ ବିନ୍ଧାଣୀ । ଇର୍ଫାନ ଖାନ୍ ଆଉ ନାହାନ୍ତି। ଏ ଖବରରେ ସିନେ ଜଗତ ସ୍ତମ୍ବିଭୂତ। ଆଖି ବୁଜିଛନ୍ତି ବଲିଉଡ ଆଗଧାଡିର ଅଭିନେତା ଇରଫାନ୍ ଖାନ୍ । କ୍ୟାନସର ରୋଗରେ ଦୀର୍ଘଦିନ ହେଲା ପୀଡିତ ହେବା ପରେ…
Read More...