BREAKING
Browsing Category

ଜୀବନ ଚର୍ଯ୍ୟା

ଏକଦା ନିଜ ଗୋଡ଼କୁ କାଟିବାକୁ ବାଧ୍ୟ ହୋଇଥିଲେ ଏହି ଯୁବତୀ, ଏବେ ଲୋକପ୍ରିୟ ନୃତ୍ୟଶିଳ୍ପୀ….

ଭିକ୍ଟୋରିଆ ମୋଡେଷ୍ଟା। ପେସାରେ ଜଣେ ଗାୟିକା ଏବଂ ନୃତ୍ୟଶିଳ୍ପୀ। ନିକଟରେ ପ୍ୟାରିସ୍‌ରେ ହୋଇଥିବା କ୍ରେଜି ହୋର୍ସ ଉତ୍ସବରେ ତାଙ୍କର ଅଦ୍ଭୁତ ପ୍ରଦର୍ଶନକୁ ନେଇ ସେ ଏବେ ଚର୍ଚ୍ଚାରେ। ନିଜର ଗାଇବା ଶୈଳୀକୁ ନେଇ ସେ ଯେତିକି ଲୋକପ୍ରିୟ ତା’ ଠାରୁ ଅଧିକ ନିଜର ଜୀବନ କାହାଣୀକୁ ନେଇ। ୩୧…
Read More...

ଜାଣିଛନ୍ତି କି କେମିତି ପ୍ରସ୍ତୁତ ହୁଏ ମରାଠୀ ମସାଲା ଚିକେନ୍‌?

ଚିକେନ୍‌, ଶୁଖିଲା ଲଙ୍କା, ଗୋଟା ଧନିଆ, ଜିରା, ଗୋଲ ମରିଚ, ଲବଙ୍ଗ, କସ୍ତୁରି ମେଥି, ଅଦା, ରସୁଣ, ପିଆଜ, ଲୁଣ, ତେଲ, ନଡ଼ିଆ କୋରା, ଭୃଷଙ୍ଗ ପତ୍ର ଏବଂ ପାଣି। ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଗ୍ୟାସ୍‌ରେ କଡ଼େଇ ବସାଇ ଶୁଖିଲା ଲଙ୍କା, ଗୋଟା ଧନିଆ, ଜିରା, ଗୋଲ ମରିଚ, ଲବଙ୍ଗ, କସ୍ତୁରି…
Read More...

କ’ଣ ଦାନ କଲେ, କେଉଁ ସମସ୍ୟା ହୁଏ ଦୂର

ଦାନ କରିବା ଧର୍ମ ବୋଲି କୁହାଯାଏ । ଏହା ଦ୍ବାରା ଜୀବନର ବିଭିନ୍ନ ସମସ୍ୟା ଦୂର ହୋଇଥାଏ ବିଶ୍ବାସ ରହିଛି । ଦାନ କରିବା ଦ୍ବାରା ଆୟୁଶ ବୃଦ୍ଧି ହେବା ସହ ସ୍ବାସ୍ଥ୍ୟ ଭଲ ରହିଥାଏ । ଜୀବନର ଅନ୍ୟ ସମସ୍ୟାରୁ ମୁକ୍ତି ପାଇଁ ମଧ୍ୟ ଦାନର ବିଶେଷ ମହତ୍ତ୍ବ ରହିଛି । ଗ୍ରହ ଦୋଷରୁ ମୁକ୍ତି ପାଇବା…
Read More...

ଇନସୁଲିନ୍‌ ସ୍ତରକୁ ସ୍ବାଭାବିକ କରିବା ପାଇଁ ସକାଳେ ଏଥିରୁ ଅଧାଗ୍ଲାସେ…

ଉତ୍କଳ ପୋଷ୍ଟ ବ୍ୟୁରୋ: ପ୍ରତିଦିନ ସକାଳେ ଅଧାଗ୍ଲାସେ ମେଥି ପାଣି ପିଇଲେ ବହୁ ଉପକାର ମିଳିଥାଏ। ଏହା ଇନସୁଲିନ୍‌ସ୍ତରକୁ ସ୍ବାଭାବିକ କରିଥାଏ। ଇନସୁଲିନ୍‌ ରକ୍ତରେ ଥିବା ଶର୍କରାକୁ ନିୟନ୍ତ୍ରିତ କରିଥାଏ। ଫଳରେ ଡାଇବେଟିସ୍‌ ହେବାର ଆଶଙ୍କା କମ୍‌ ହୋଇଥାଏ। ଏଥିରେ ଥିବା ଆମିନୋ ଏସିଡ୍‌…
Read More...

କ୍ୟାନସର୍‌ ସହ ଲଢ଼ିବ ଖଜୁରୀ

ଏସିଆ ମହାଦେଶର ଅଧିକାଂଶ ସ୍ଥାନରେ ଖଜୁରୀ ଗଛ ପ୍ରଚୁର ମାତ୍ରାରେ ଦେଖାଯାଏ। ଏବେ ଏକ ଗବେଷଣାରୁ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି, ଏହି ଖଜୁରୀରେ ମହଜୁଦ୍‌ ଜରୁରୀ ତତ୍ତ୍ୱ କ୍ୟାନସର୍‌ ନାଶ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଗବେଷଣାରୁ ଜଣାପଡ଼ିଛି, ଖଜୁରୀ…
Read More...

କଳା ଓଠକୁ ନେଇ ବ୍ୟସ୍ତ ହେଉଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ

ମୁହଁର ଗୋରାପଣ ବା ଗଠନଠାରୁ ଲୋକଙ୍କୁ ଅଧିକ ଆକର୍ଷିତ କରିଥାଏ ଓଠ । କିନ୍ତୁ ଆମେମାନେ ଓଠରେ ବିଭିନ୍ନ ପ୍ରକାର କେମିକାଲ୍‌ ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାଉ, ଯାହାର ଖରାପ ପ୍ରଭାବ ଆମ ଓଠ ଉପରେ ପଡିଥାଏ ଓ ତାକୁ କଳା ପକାଇଦିଏ । ଏହା ସହ ଖରାରେ ଗଲାବେଳେ ମଧ୍ୟ ସୂର୍ଯ୍ୟ କିରଣ ପଡି ଓଠ…
Read More...

ପ୍ରାକୃତିକ ଉପାୟରେ ଆକର୍ଷଣୀୟ ଦେଖାଯିବାକୁ ଚାହାନ୍ତି କି ? ଆପଣାନ୍ତୁ ଏହି ଉପାୟ

ପୁଅ ହେଉ ବା ଝିଅ, ସୁନ୍ଦର ଦେଖାଯିବାକୁ କିଏ ବା ନ ଚାହେଁ । ଏଥିପାଇଁ କିଏ ମେଡ଼ିସିନ ଖାଇଲାନି ତ କିଏ ବଜାରରେ ବିକ୍ରି ହେଉଥିବା କ୍ରିମ ଲଗାଇଲାଣି । କିନ୍ତୁ ଏସବୁ ଉପାୟକୁ ବାଦ ଦେଇ ଆପଣ ପ୍ରାକୃତିକ ଉପାୟ ଅବଲମ୍ବନ କଲେ ଅଧିକ ଆକର୍ଷଣୀୟ ଦେଖାଯିବେ । ଯଦି ଆପଣ ଘରେ ବସି ପ୍ରାକୃତିକ…
Read More...

ସାବଧାନ ସକାଳ ବ୍ରେକଫାଷ୍ଟରେ ଏଭଳି ଖାଦ୍ୟ ଖାଉଥିଲେ ରୋଗରେ ପଡ଼ିପାରନ୍ତି !

ଉତ୍କଳ ପୋଷ୍ଟ ବ୍ୟୁରୋ: ସମସ୍ତ ଡାକ୍ତରମାନେ କହିଥାନ୍ତି ସକାଳର ଖାଦ୍ୟ ଠିକ ସମୟରେ ଖାଇବା କଥା ଓ ଭିଟାମିନ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ । ନଚେତ ଅଧକାଂଶ ପରିମାଣରେ ଦେହ ଖରାପ ହୋଇଥାଏ । ତେଣୁ ଆମ ଶରୀର ପାଇଁ ସକାଳ ବ୍ରେକଫାଷ୍ଟ ନିତ୍ୟନ୍ତ ଜରୁରୀ । ସକାଳେ ଆପଣ ଯଦି ତେଲ ଜିନିଷ, ଚାହା…
Read More...

କରୋନା ପରେ ଏମିତି ହେବ ଜୀବନଶୈଳୀ,ଦୁନିଆରେ ବଦଳିଯିବ ଏହି ସବୁ ଜିନିଷ

କରୋନା ମହାମାରୀ ସମଗ୍ର ବିଶ୍ୱକୁ ଧ୍ୱଂସ କରିଦେଇଛି। ଲୋକମାନେ ଜୀବନ ଏବଂ ମୃତ୍ୟୁ ଭୟ ମଧ୍ୟରେ ଘରେ ରହୁଛନ୍ତି। କରୋନା ଭୂତାଣୁ ବିଲୋପ ହୋଇଥିଲେ ମଧ୍ୟ ବିଶ୍ୱ ତଥା ସାଧାରଣ ସ୍ତରରେ ଅନେକ ପରିବର୍ତ୍ତନ ଆସିବ। ଜୀବନ ପ୍ରତି ସମସ୍ତଙ୍କ ଦୃଷ୍ଟିକୋଣ ବଦଳିଯିବ | ଆସନ୍ତାକାଲି କରୋନା ଶେଷ ହେଲେ ମଧ୍ୟ…
Read More...