BREAKING

ଆଉ ୨ ଜଣ ଆକ୍ରାନ୍ତ ଚିହ୍ନଟ

0

ଉତ୍କଳ ପୋଷ୍ଟ ବ୍ୟୁରୋ:
ବଲାଙ୍ଗିର ରେ ଆଉ ୨ ନୂଆ କେ଼ାରେନା ଆକ୍ରାନ୍ତ ଚିହ୍ନଟ କରାଯାଇଛି ,
ତାଲପାଲିପଡା ଅଂଚଳର ,ଭୁବନେଶ୍ବର କୋଭିଡ ହସ୍ପିଟାଲ ସ୍ଥାନାନ୍ତର, ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଙ୍କ ସୂଚନା।ଏହାକୁ ନେଇ ରାଜ୍ୟରେ ମୋଟ୍ ଆକ୍ରାନ୍ତ ଙ୍କ ସଂଖ୍ୟା ୭୪୮ ରେ ପହଞ୍ଚିଛି।

Kiit Adv
Kiit Adv
Kiit Adv
Kiit Adv

Leave A Reply

Your email address will not be published.