BREAKING

ସୁସ୍ଥ ହେଲେ ରାଜ୍ୟର ଆଉ ୧୪୦ ଜଣ କରୋନା ଆକ୍ରାନ୍ତ

0

ଉତ୍କଳ ପୋଷ୍ଟ ବ୍ୟୁରୋ:
ସୁସ୍ଥ ହେଲେ ରାଜ୍ୟର ଆଉ ୧୪୦ ଜଣ କରୋନା ଆକ୍ରାନ୍ତ l
ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୨୨ଜଣ
ଯାଜପୁରରୁ ୧୬ଜଣ
ନୂଆପଡାରୁ ୨୧ଜଣ
ଯାଜପୁରରୁ ୧୧ଜଣ
ଖୋର୍ଦ୍ଧାରୁ ୧୧ଜଣ
ଜଗତସିଂହପୁରରୁ ୧୧ଜଣ
କଟକରୁ ୨୪ଜଣ
ସୁନ୍ଦରଗଡ଼ରୁ ୮ଜଣ
ବଲାଙ୍ଗୀରରୁ ୮ଜଣ
ଭଦ୍ରକରୁ ୭ଜଣ
ଢେଙ୍କାନାଳରୁ ୫ଜଣ
ବରଗଡରୁ ୩ଜଣ
ସମ୍ବଲପୁରରୁ ୩ଜଣ
କେନ୍ଦ୍ରାପଡ଼ାରୁ 3ଜଣ
ବାଲେଶ୍ୱରରୁ ୨ଜଣ
ଏବଂ ପୁରୀରୁ ୨ଜଣ
ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାର ମୋଟ କରୋନା ସୁସ୍ଥତା ସଂଖ୍ୟା ୪୪୧ଏବଂ ରାଜ୍ୟର ମୋଟ କରୋନା ସୁସ୍ଥତା ସଂଖ୍ୟା ୨୧୩୩ରେ ପହଞ୍ଚିଲା l
ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ l

Kiit Adv
Kiit Adv
Kiit Adv
Kiit Adv

Leave A Reply

Your email address will not be published.