BREAKING

ରାଜ୍ୟରେ ଆଉ ୨୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

0

ଉତ୍କଳ ପୋଷ୍ଟ ବ୍ୟୁରୋ:
ରାଜ୍ୟରେ ଆଉ ୨୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ।
ଗଞ୍ଜାମ – ୨୦ ଆକ୍ରାନ୍ତ ଚିହ୍ନଟ, ଜଗତସିଂହପୁର – ୧୩, ଖୋର୍ଦ୍ଧା – ୧୯, ନୟାଗଡ – ୭, କଟକ – ୯୨, ଢେଙ୍କାନାଳ – ୭, ବାଲେଶ୍ୱର – ୨, ଅନୁଗୁଳ – ୧, ଭଦ୍ରକ – ୫, କଳାହାଣ୍ଡି – ୩, କନ୍ଧମାଳ – ୧୫, ସୁନ୍ଦରଗଡ଼ – ୧, ପୁରୀ – ୧୫, ବଲାଙ୍ଗୀର -୧୨, କେନ୍ଦ୍ରାପଡ଼ା – ୪ ଏବଂ ମୟୁରଭଞ୍ଜ – ୯
ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭୮ ଏବଂ ରାଜ୍ୟର ମୋଟ କରୋନା ସଂକ୍ରମଣ ୩୭୨୩ ରେ ପହଞ୍ଚିଲା ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା l

Kiit Adv
Kiit Adv
Kiit Adv
Kiit Adv

Leave A Reply

Your email address will not be published.