BREAKING

ରାଜ୍ୟରେ ଆଉ ୧୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

0

ଉତ୍କଳ ପୋଷ୍ଟ ବ୍ୟୁରୋ:
ରାଜ୍ୟରେ ଆଉ ୧୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ।
ଗଞ୍ଜାମ – ୪ ଆକ୍ରାନ୍ତ ଚିହ୍ନଟ, ଝାରସୁଗୁଡା – ୨, ଖୋର୍ଦ୍ଧା – ୨୧, କେଉଁଝର – ୧୧, ଯାଜପୁର – ୧୨, ମାଲକାନଗିରି – ୧, ଜଗତସିଂହପୁର – ୧୧, କଟକ -୧୨ , ଢେଙ୍କାନାଳ – ୨, ଅନୁଗୁଳ – ୧, ଭଦ୍ରକ – ୧, ଗଜପତି – ୧୫, କଳାହାଣ୍ଡି – ୧୬, ବରଗଡ – ୧୬, କନ୍ଧମାଳ – ୨୨, ସୁନ୍ଦରଗଡ଼ – ୩, ପୁରୀ – ୭, ବଲାଙ୍ଗୀର – ୩, ମୟୁରଭଞ୍ଜ – ୧୩ ଏବଂ କେନ୍ଦ୍ରାପଡ଼ା – ୧
ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮୨ ଏବଂ ରାଜ୍ୟର ମୋଟ କରୋନା ସଂକ୍ରମଣ ୩୯୦୯ ରେ ପହଞ୍ଚିଲା ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା l

Kiit Adv
Kiit Adv
Kiit Adv
Kiit Adv

Leave A Reply

Your email address will not be published.