BREAKING

ରାଜ୍ୟରେ ଆଉ ୧୪୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ।

0

ଉତ୍କଳ ପୋଷ୍ଟ ବ୍ୟୁରୋ:
ରାଜ୍ୟରେ ଆଉ ୧୪୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ।
ଗଞ୍ଜାମ – ୮ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା – ୭, ନୟାଗଡ – ୪, ଝାରସୁଗୁଡା – ୧, ରାୟଗଡା – ୫, କଟକ – ୧୯, ଜଗତସିଂହପୁର – ୪, ବାଲେଶ୍ୱର – ୮, ଢେଙ୍କାନାଳ -୧, ଅନୁଗୁଳ – 6, ସୋନପୁର – ୨, ଭଦ୍ରକ – ୧୯, କନ୍ଧମାଳ – ୪୮, ସମ୍ବଲପୁର – ୧, ସୁନ୍ଦରଗଡ଼ – ୪ ଏବଂ ଆମ୍ଫାନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିବା ଅଗ୍ନିଶମ ବିଭାଗ କର୍ମଚାରୀ କର୍ମଚାରୀ – ୨
ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୯୦ ଏବଂ ରାଜ୍ୟର ମୋଟ କରୋନା ସଂକ୍ରମଣ ୪୦୫୫ ରେ ପହଞ୍ଚିଲା ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା l

Kiit Adv
Kiit Adv
Kiit Adv
Kiit Adv

Leave A Reply

Your email address will not be published.