BREAKING

ରାଜ୍ୟରେ ଆଉ ୧୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

0

ଉତ୍କଳ ପୋଷ୍ଟ ବ୍ୟୁରୋ:
ରାଜ୍ୟରେ ଆଉ ୧୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ।
ଗଞ୍ଜାମ – ୮ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା – ୭, ମାଲକାନଗିରି – ୨୧, କେଉଁଝର – ୫, କେନ୍ଦ୍ରାପଡ଼ା – ୨, ଅନୁଗୁଳ – ୧, ବାଲେଶ୍ୱର – ୪, କଟକ – ୧, ଜଗତସିଂହପୁର – ୯, ପୁରୀ – ୧୫, ଗଜପତି -୭, ସୁନ୍ଦରଗଡ଼ – ୨, କଳାହାଣ୍ଡି – ୧, ବରଗଡ – ୧, ବଲାଙ୍ଗୀର – ୧, ଏବଂ ଆମ୍ଫାନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିବା ଅଗ୍ନିଶମ ବିଭାଗ କର୍ମଚାରୀ କର୍ମଚାରୀ – ୧୬
ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୯୮ ଏବଂ ରାଜ୍ୟର ମୋଟ କରୋନା ସଂକ୍ରମଣ ୪୧୬୩ ରେ ପହଞ୍ଚିଲା ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା l

Kiit Adv
Kiit Adv
Kiit Adv
Kiit Adv

Leave A Reply

Your email address will not be published.