BREAKING

ଦେଶ ରେ ୨୪ ଘଣ୍ଟା ରେ ୩୫୦୦ କୋରେନା ଆକ୍ରାନ୍ତ

0

ଉତ୍କଳ ପୋଷ୍ଟ ବ୍ୟୁରୋ:
ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ବଡିବାରେ ଲାଗିଛି। ଆକ୍ରାନ୍ତ ସଂଖ୍ୟା ୭୦୭୫୬ ହୋଇଛି। ଗତ ୨୪ ଘଣ୍ଟା ରେ ୩୫୦୦ ନୂଆ ଆକ୍ରନ୍ତ ଅସିଥିବା ବେଳେ ୮୩ ଜଣଙ୍କ ର ମୃତୁ ହେଇଛି ।ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୨ ହଜାର ୨୯୩କୁ ବୃଦ୍ଧି ହୋଇଛି । ୨୨ ହଜାର ୪୫୫ ଜଣ ସୁସ୍ଥ ହେଲେଣି, ୪୬ ହଜାର ୮ ଜଣ ଚିକିତ୍ସାଧୀନ । ମହାରାଷ୍ଟ୍ରରେ ସର୍ବାଧିକ ୮୬୮ ଓ ଗୁଜରାଟରେ ୫୧୩ ଆକ୍ରାନ୍ତଙ୍କ ମୃତ୍ୟୁ।

Kiit Adv
Kiit Adv
Kiit Adv
Kiit Adv

Leave A Reply

Your email address will not be published.