BREAKING

ଲକଡାଉନ ଅବଧି ବଢିବା ନେଇ ଆଲୋଚନା।

0

ଉତ୍କଳ ପୋଷ୍ଟ ବ୍ୟୁରୋ:
ଆଜି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଭିଡ଼ିଓ କନଫରେନ୍ସ ଜରିଆରେ ଆଲୋଚନା କରିଛନ୍ତି।ବୈଠକ ରେ 4ମହାରାଷ୍ଟ୍ର, ତେଲେଙ୍ଗାନା, କୋଲକାତା, ପଞ୍ଜାବ ରାଜ୍ୟର ମୁଖ୍ୟମନ୍ତ୍ରୀ ଲକଡାଉନ ଅବଧି ବଢେଇବା ପାଇଁ ଦାବି କରିଛନ୍ତି।
ଗୁଜୁରାଟ ମୁଖ୍ୟମନ୍ତ୍ରୀ ଲକଡାଉନ ଅବଧି ବଢେଇବା ପ୍ରସ୍ତାବ କୁ ବିରୋଧ କରିଥିଲେ। ଆଉ କେତକ ମୁଖ୍ୟମନ୍ତ୍ରୀ ଟ୍ରେନ ଚଳାଚଳ ନ କରିବା ପାଇଁ ଦାବି କରିଥିଲେ।କାରଣ ଟ୍ରେନ ଚଲେଇବା ଦ୍ଵାରା ସଂକ୍ରମଣ ବଢିବା ନେଇ ମତ ଦେଇଥିଲେ।
ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ଙ୍କୁ 5ଟି ପ୍ରସ୍ତାବ ଦେଇଛନ୍ତି। ଜାତୀୟ ନୀତି ନିର୍ଧାରଣ କରିବାକୁ ପ୍ରଧାନମନ୍ତ୍ରୀ ଙ୍କୁ ପ୍ରସ୍ତାବ ଦେବା ସହ ଅର୍ଥନୀତି କିପରି ସୁଦୃଢ ହେବ ଜାତୀୟ ସ୍ତରରେ ଏସପି (ଷ୍ଟାଣ୍ଡାର୍ଡ ଅପେରଟିଙ୍ଗ ପ୍ରୋସିଜିୟର) କେନ୍ଦ୍ର ସରକାର ଆଣିବା ପାଇଁ ଗୁରୁତ୍ୱ ଦେଇଛନ୍ତି। ଆହୁରି ମଧ୍ୟ୍ୟ କହିଛନ୍ତି ତଳ ସ୍ତରୁ କୋରାନ ରୋକାଯାଇ ନ ପାରିଲେ ଏହାକୁ ରୋକିବା ସମ୍ଭବ ନୁହଁ। ଏହା ପ୍ରଧାନମନ୍ତ୍ରୀ ଙ୍କ 5ବୈଠକ ଥିଲା ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ।ଆଗାମୀ ଦିନରେ ଲୁକଡାଉନ ଅବଧି ନେଇ କଣ ପଦେକ୍ଷପ ରହିବ ସେ ସବୁ ଆଲୋଚନା କରାଯାଇଥିଲା।

Kiit Adv
Kiit Adv
Kiit Adv
Kiit Adv

Leave A Reply

Your email address will not be published.