BREAKING

ଶ୍ରୀ ରାମ ଧ୍ବନୀରେ ପ୍ରକମ୍ପିତ ହେଲା ପରିବେଶ

ପୂଜ୍ୟ ସନ୍ଥ ଶ୍ରୀ ଶ୍ରୀ ରାମ ନାରାୟଣ ଦାସଜୀ ମହାରାଜଙ୍କ ଦ୍ବାରା ସୁନ୍ଦରାକାଣ୍ଡ ପାଠୋତ୍ସବ ଆାୟୋଜିତ

0

ଉତ୍କଳ ପୋଷ୍ଟ ବ୍ୟୁରୋ:

ପୂଜ୍ୟ ସନ୍ଥ ଶ୍ରୀ ଶ୍ରୀ ରାମ ନାରାୟଣ ଦାସଜୀ ମହାରାଜଙ୍କ ପ୍ରତି ବର୍ଷ ପରି 15ତମ ବାର୍ଷିକ ସାମୁହିକ ସୁନ୍ଦରକlଣ୍ଡ ପାଠୋଉତ୍ସବ ଶ୍ରୀରାମ ମନ୍ଦିର ଅନୁଷ୍ଟିତ ହୋଇଛି. ଏଠାରେ ପ୍ରତେକ ଜାଗାରୁ ହଜାର ହଜାର ଭକ୍ତଗଣ ସୁନ୍ଦରକ।ଣ୍ଡ ପାଠୋ କରିଛନ୍ତି । ଶ୍ରୀ ରାମ କମିଟି ପକ୍ଷରୁ ଶେଷରେ ପ୍ରତେକ ଭକ୍ତଗଣମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ତା ହୋଇଛି ।

Kiit Adv
Kiit Adv
Kiit Adv
Kiit Adv

Leave A Reply

Your email address will not be published.